ଫେରିଲା କଣ୍ଟେନ୍‌ମେଣ୍ଟ ଜୋନ୍‌: ଲର୍ଡ ଗୁଞ୍ଜନ ପ୍ୟାଲେସ୍‌ ବ୍ଲକ୍‌-ବି, ସତ୍ୟସାଇ ଏନ୍‌କ୍ଲେଭ୍‌ ସିଲ୍‌

ଭୁବନେଶ୍ବର : ରାଜଧାନୀକୁ ଛାଡ଼ି ଯାଉନି କରୋନା। କେତେବେଳେ କମିଯାଉଛି, କେତେବେଳେ ବଢ଼ୁଛି। ଗୁରୁବାର ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି। ଏସ୍‌ପ୍ଲାନେଡ୍‌ ମଲ୍‌ କଡ଼ରେ ଥିବା ଲର୍ଡ ଗୁଞ୍ଜନ ପ୍ୟାଲେସ୍‌ରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାର ‘ବ୍ଲକ୍‌-ବି’କୁ ସିଲ୍‌ କରାଯାଇଛି। ଏହି ବ୍ଲକ୍‌ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ କିମ୍ବା ଏହି ବ୍ଲକ୍‌ର ବାସିନ୍ଦା ବାହାରକୁ ବାହାରି ପାରିବେ … Continue reading ଫେରିଲା କଣ୍ଟେନ୍‌ମେଣ୍ଟ ଜୋନ୍‌: ଲର୍ଡ ଗୁଞ୍ଜନ ପ୍ୟାଲେସ୍‌ ବ୍ଲକ୍‌-ବି, ସତ୍ୟସାଇ ଏନ୍‌କ୍ଲେଭ୍‌ ସିଲ୍‌